ଅନେକ ଦୂର ଚାଲିବାକୁ ଅଛି.
ରାସ୍ତା ବହୁତ ଲମ୍ବା ସତରେ କଣ
ମୁଁ ସେ ରାସ୍ତା କୁ ଅତିକ୍ରମ କରିପାରିବି.
ଏହାର ଉତ୍ତର ଅନେକ ଥର ନିଜକୁ
ପଚାରିଛି କିନ୍ତୁ ପାଇ ପାରିନି. ଅନେକ ଲୋକଙ୍କ
ସମ୍ପର୍କ ରେ ଆସିଚି, ଯାହା ମୁଁ ହୃଦୟଙ୍ଗମ
କରିଚି ଏ ଦୁନିଆ ବଡ ବିଚିତ୍ର
ଏଠି ହିଂସା, ଲୋଭ, ମୋହ, ମାୟା
ରକ୍ତ ପିପାସୁ ଭଳି ଦାନଵ.
ଆଜି ଏ ସମାଜରେ ଏମାନଙ୍କ
କାୟା ବିସ୍ତାର କରି ଚାଲିଛନ୍ତି.
ନୀତି ଖବର କାଗଜ ପୃଷ୍ଠାରେ
ହତ୍ୟା, ଲୁଣ୍ଠନ, ବଳାତ୍କାର ଭଳି
ନୃଶଂସ ମାନସିକତା ଆମକୁ
ଗ୍ରାସ କରିଚାଲିଛି........
ରାସ୍ତା ବହୁତ ଲମ୍ବା ସତରେ କଣ
ମୁଁ ସେ ରାସ୍ତା କୁ ଅତିକ୍ରମ କରିପାରିବି.
ଏହାର ଉତ୍ତର ଅନେକ ଥର ନିଜକୁ
ପଚାରିଛି କିନ୍ତୁ ପାଇ ପାରିନି. ଅନେକ ଲୋକଙ୍କ
ସମ୍ପର୍କ ରେ ଆସିଚି, ଯାହା ମୁଁ ହୃଦୟଙ୍ଗମ
କରିଚି ଏ ଦୁନିଆ ବଡ ବିଚିତ୍ର
ଏଠି ହିଂସା, ଲୋଭ, ମୋହ, ମାୟା
ରକ୍ତ ପିପାସୁ ଭଳି ଦାନଵ.
ଆଜି ଏ ସମାଜରେ ଏମାନଙ୍କ
କାୟା ବିସ୍ତାର କରି ଚାଲିଛନ୍ତି.
ନୀତି ଖବର କାଗଜ ପୃଷ୍ଠାରେ
ହତ୍ୟା, ଲୁଣ୍ଠନ, ବଳାତ୍କାର ଭଳି
ନୃଶଂସ ମାନସିକତା ଆମକୁ
ଗ୍ରାସ କରିଚାଲିଛି........
No comments:
Post a Comment