Sunday, March 22, 2020

କରୋନା ର ତାଣ୍ଡବ

କରୋନା ର ତାଣ୍ଡବ
ଆଜି ସମଗ୍ର ବିଶ୍ୱ କରୋନା ର ତାଣ୍ଡବ ଲୀଳା
ରେ ଲୀନ ହୋଇଚି. ଏଇ ଦୁଖଦଃ ଘଡ଼ିସନ୍ଧି
ମୁହୂର୍ତ୍ତ ରେ ପ୍ରଭୁ ଜଗତର ନାଥ ଜଗନ୍ନାଥ. ଆମ
ମାନଙ୍କୁ ଘଣ୍ଟ ଘୋଡେଇ ରଖିଛନ୍ତି.
ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦି
ଙ୍କ ଦୁରଦୃଷ୍ଟି ଯୋଗୁ ଆମ ଦେଶ ବହୁତ ନିରାପଦ ରେ ଅଛି.
ମୁଁ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀଚରଣ ରେ ଏତିକି ପ୍ରାଥନା କରୁଚି
ଦେଶବାସୀଙ୍କୁ ସୁରକ୍ଷିତ ରଖନ୍ତୁ. କରୋନା ର ତାଣ୍ଡବ ରୁ
ସୁରକ୍ଷା ପାଇଁ ଧର୍ଯ୍ୟ ସାହସ ସଦବୁଦ୍ଧି ପ୍ରଦାନ କରନ୍ତୁ
        ମାନସ କୁମାର କର (ବୁଲୁ )
     
         ଜୟ ଜଗନ୍ନାଥ 

No comments:

Post a Comment

AI: Shaping the Future of Humanity |

AI: Shaping the Future of Humanity | In the grand tapestry of human innovation, few threads have proven as transformative as the...