ଆଜି
ତୃତୀୟ ଦିନରେ ଆମେ ପହଞ୍ଚିଛୁ
ଦେଖାଯାଉ ଏ ସଂଗ୍ରାମ କେତେ ଦିନ ଚାଲୁଚି.
ଏ ସଂଗ୍ରାମ ନୂତନ ପିଢ଼ି ପାଇଁ ଏକ ନୂତନ
ସୂର୍ଯ୍ୟଦ୍ୱୟ ହେବ. କିନ୍ତୁ ଏହା ପରର ପରିସ୍ଥିତି
କଣ ହେବ ତାହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ
ହିଁ ଜଣା କରୋନା ଠାରୁ ଆମେ ମୁକ୍ତିତ ପାଇଯିବା
କିନ୍ତୁ ଏହା ପରର ଅବସ୍ଥା ମୁଖ୍ୟତ ଖାଦ୍ୟସାମଗ୍ରୀ
ର ଦରଦାମ ବୃଦ୍ଧିକୁ ସରକାର ରୋକିବାରେ
ସମର୍ଥ ହେବେତ? ଭୁକୁମାରୀ ଆସିବନୀତ,
ବେକାରୀ ସମସ୍ୟାକୁ ସରକାର ସମାଧାନ କରିପାରିବେତ
ଏଭଳି ଅନେକ ପ୍ରଶ୍ନ ମନକୁ ଉଙ୍କି ମାରୁଛି. ମହାମାରୀ
ପରେ ନଅଙ୍କଦୁର୍ବୀକ୍ଷ ଆମମାନଙ୍କୁ ଗ୍ରାସ
କରିବିନୀତ? କଣ ହେବ ଏହା ପରର ଅବସ୍ଥା.......
ମାନସ କୁମାର କର
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ
ଭବତୁମେ.......
ତୃତୀୟ ଦିନରେ ଆମେ ପହଞ୍ଚିଛୁ
ଦେଖାଯାଉ ଏ ସଂଗ୍ରାମ କେତେ ଦିନ ଚାଲୁଚି.
ଏ ସଂଗ୍ରାମ ନୂତନ ପିଢ଼ି ପାଇଁ ଏକ ନୂତନ
ସୂର୍ଯ୍ୟଦ୍ୱୟ ହେବ. କିନ୍ତୁ ଏହା ପରର ପରିସ୍ଥିତି
କଣ ହେବ ତାହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ
ହିଁ ଜଣା କରୋନା ଠାରୁ ଆମେ ମୁକ୍ତିତ ପାଇଯିବା
କିନ୍ତୁ ଏହା ପରର ଅବସ୍ଥା ମୁଖ୍ୟତ ଖାଦ୍ୟସାମଗ୍ରୀ
ର ଦରଦାମ ବୃଦ୍ଧିକୁ ସରକାର ରୋକିବାରେ
ସମର୍ଥ ହେବେତ? ଭୁକୁମାରୀ ଆସିବନୀତ,
ବେକାରୀ ସମସ୍ୟାକୁ ସରକାର ସମାଧାନ କରିପାରିବେତ
ଏଭଳି ଅନେକ ପ୍ରଶ୍ନ ମନକୁ ଉଙ୍କି ମାରୁଛି. ମହାମାରୀ
ପରେ ନଅଙ୍କଦୁର୍ବୀକ୍ଷ ଆମମାନଙ୍କୁ ଗ୍ରାସ
କରିବିନୀତ? କଣ ହେବ ଏହା ପରର ଅବସ୍ଥା.......
ମାନସ କୁମାର କର
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ
ଭବତୁମେ.......
Very nice ..keep us motivated
ReplyDelete