ମୁଁ ଯେଉଁ କାରଖାନା ରେ ତିଆରି ହୋଇଥିଲି ସେଥିମଧ୍ୟରୁ
ଏ ଏକ ଅନ୍ୟତମ ମଣିଷ ତିଆରି କାରଖାନା କହିଲେ ଆତୁକ୍ତି
ହେବନାହିଁ. ମୁଁ ନୂଆ ନୂଆ ହୋଇ ସ୍କୁଲ ରେ ଆଡମିଟ ହୋଇଥାଏ
ନୂଆ ବିଷୟ, ନୂଆ ସାଙ୍ଗ ସାଥି, ଗୁରୁଜୀ ଓ ଗୁରୁମାଙ୍କ ଗ୍ରହଣରେ
କେତେଜଲଦି ସମୟ ଗଡ଼ିଗଲା ଜଣାପଡିଲାନି, ଅନେକ ଥର
ଚେଷ୍ଟା କରିଚି ଥରେଯାଇ ସ୍କୁଲ ଆଡ଼େ ବୁଲି ଆସନ୍ତି. କିନ୍ତୁ କର୍ମର
ବ୍ୟସ୍ତତା ଭିତରେ ସମୟ ପାଉନି, ଆମକୁ ଶିକ୍ଷା ଦାନ କରିଥିବା
ଗୁରୁଜୀ, ଗୁରୁମା ହେଲେ ଶ୍ରୀଯୁକ୍ତ ବିନାୟକ ହୋତା, ଶ୍ରୀଯୁକ୍ତ
ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଷଡ଼ଙ୍ଗୀ, ଶ୍ରୀଯୁକ୍ତ ସୁଧାକର ମହାପାତ୍ର,ଶ୍ରୀଯୁକ୍ତ ରମାକାନ୍ତ ପଣ୍ଡା, ଯୋଗାଚାର୍ୟ ଶ୍ରୀଯୁକ୍ତ
ରମାକାନ୍ତ କର, ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର,
ଶ୍ରୀଯୁକ୍ତ ବ୍ରଜକିଶୋର ନାୟକ, ଶ୍ରୀମତୀ ସୁମିତ୍ରା ଗୁରୁମା, ଶ୍ରୀମତୀ ଉମା ଗୁରୁମା ପ୍ରଭୁତି
ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଗହଣ ରେ ସ୍କୁଲ ଶିକ୍ଷା ସମାପ୍ତ ହୋଇଥିଲା,
ତାଙ୍କରି ଅନୁପ୍ରାଣ ରେ ଅନୁପ୍ରାଣିତ ହୋଇ ମୁଁ ମୋର କର୍ତଵ୍ୟ ପଥରେ
ଆଗେଇ ଚାଲିଚି, ତାଙ୍କରି ଶାସନ ଅନୁଶାସନ ଏଇ ମାଟିକୁ ଗୋଟେ ସୁନ୍ଦର ମୂର୍ତ୍ତି କରି ଗଢ଼ିଛନ୍ତି.
ସେହି ସ୍କୁଲ ଜୀବନର ଅନେକ ସାଙ୍ଗ ସାଥି ସମ୍ପର୍କ ରେ ଅଛନ୍ତି, ଅନେକ ଙ୍କୁ ମୁଁ ଭୁଲିଯାଇଛି କିଛି ସାଙ୍ଗ ମୋତେ ଭୁଲି ଯାଇଛନ୍ତି,
ତଥାପି ସେ ସମୟର ଏହି ଅଭୁଲା ସ୍ମୁତି ଆଜିବି ମୋ ମାନସ ପଟରେ ସାଇତି ହୋଇ ରହିଚି,
ମାନସ କୁମାର କର
ପୁରୀ ଜ଼ିଲ୍ଲାସ୍କୁଲୁ ର ପୁରାତନ ଛାତ୍ର
ଫୋନ. 7381382210

ଏକ ଆଦର୍ଶ
ସ୍କୁଲରେ ଶିକ୍ଷା ଗ୍ରହଣ କରି ମୁଁ
ନିଜକୁ ଧନ୍ୟ ମନେକରୁଚି
ମାନସ କୁମାର କରପୁରୀ ଜ଼ିଲ୍ଲାସ୍କୁଲୁ ର ପୁରାତନ ଛାତ୍ର
ଫୋନ. 7381382210

No comments:
Post a Comment