Wednesday, April 8, 2020

ଆଜିର ଅନୁଚିନ୍ତା

💝 *ଆଜିର ଅନୁଚିନ୍ତା*💝
🌷🌻 *ତାରିଖ-8-4-2020
*🌻🌷
*ମିଛ ବହୁତ ସହଜ ଓ ସୁନ୍ଦର କିନ୍ତୁ* *ଏଥିରୁ ମିଳୁଥିବା ସୁଖ କ୍ଷଣସ୍ଥାୟୀ*
*ସତ୍ୟ ବହୁତ କଠୋର ଓ ନିଷ୍ଠୁର କିନ୍ତୁ ଏଥିରୁ ମିଳୁଥିବା ସୁଖି ଓ ଅତ୍ମତୃପ୍ତି ବହୁତ ମୂଲ୍ୟବାନ ll*
*କେବେ ବି ନିଜକୁ କାହା ସାମ୍ନାରେ କେବେ ବି ନିର୍ଦ୍ଦୋଶ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ ସମୟ ସବୁର ସମାନ କରିବ ଯିଏ ତୁମକୁ ପସନ୍ଦ କରୁଥିବ ତାଙ୍କୁ ବୁଝାଇବାକୁ ପଡିବନି କି ଯିଏ ତୁମକୁ ପସନ୍ଦ ନ କରୁଛନ୍ତି ତାକୁ ଯେତେ ଥର ବୁଝାଇଲେ ବି ସେ ବୁଝିବେନି ll*
*ଯେପରି ଗୋଟିଏ ସୁନ୍ଦର ଘର ତୋଳିବା ପାଇଁ ଇଟା ବାଲି ସିମେଣ୍ଟ ନିହାତି ଦରକାର ,ଠିକ୍ ସେମିତି ଗୋଟିଏ ସୁନ୍ଦର ସମ୍ପର୍କ ପାଇଁ ଟଙ୍କା ପଇସା ଦରକାର ନାହିଁ ବାସ୍ ଟିକେ ପରପ୍ପର ପ୍ରତି ବିଶ୍ବାସ ,ସ୍ନେହ ,ଶ୍ରଦ୍ଧା ଭଲପାଇବା ସମ୍ମାନ ରହିବା ଦରକାର ll*
🙏🙏🙏 *ଜୟ ଜଗନ୍ନାଥ* 🙏🙏🙏

           EDITER :ମାନସ କୁମାର କର


No comments:

Post a Comment

AI: Shaping the Future of Humanity |

AI: Shaping the Future of Humanity | In the grand tapestry of human innovation, few threads have proven as transformative as the...