💝 *ଆଜିର ଅନୁଚିନ୍ତା*💝
ମାନସ କୁମାର କରଙ୍କ ଲେଖନୀରୁ
*କଥା ଜ୍ଞାନର ପରିଚୟ ଦିଏ କାମ ମଣିଷ ଯୋଗ୍ୟତାର ପରିଚୟ ଦିଏ ବ୍ୟବହାର ମଣିଷର ବଂଶର ପରିଚୟ ଦିଏ ll*
*ଦୁଇଟି ଗୁଣ ଜୀବନରେ ବହୁତ କାମରେ ଆସେ.. ପ୍ରଥମ-"ନୀରବ ରହିବା" କାରଣ ନୀରବତା ଠାରୁ ବଡ଼ ଉତ୍ତର ସଂସାରେ ନାହିଁ ଆଉ ଦିତୀୟ ଟି ହେଲା-"କ୍ଷମା କରିବା" କାରଣ କ୍ଷମାକରିବା ଲୋକଠୁ ବଡ ହୃଦୟବାନ ଏ ସଂସାରରେ କେହି ନାହିଁ ll*
*କାହା ଉପରେ ଅତ୍ୟାଧିକ ଭରଷା କରିବା ମୂର୍ଖାମି କାରଣ ଅନ୍ଧାରରେ ନିଜ ଛାଇ ବି ସାଥୀରେ ରହେନାହିଁ ll*
*ନିଜ ଭୁଲ୍ ପାଇଁ ଅନୁତପ୍ତ ହୁଅନ୍ତୁ କିନ୍ତୁ ସବୁ ଭୁଲ୍ ପାଇଁ ଲଜ୍ଜିତ ହୁଅନ୍ତୁ ନାହିଁ । କାରଣ ତାହା ଆତ୍ମଶିକ୍ଷଣର ସବୁଠାରୁ ଉତ୍ତମ ମାଧ୍ୟମ ହୋଇଥାଏ । ଜୀବନର ସେଇ କିଛି ଭୁଲ୍ ଆମକୁ ଦୁନିଆର ବାସ୍ତବତା ବିଷୟରେ ବହୁତ କିଛି ଶିଖେଇ ଦେଇଥାଏ ।।*
🙏🙏 *ଜୟ ଜଗନ୍ନାଥ* 🙏🙏

No comments:
Post a Comment